Bhima Bhoi Lok Mahotsav REDHAKHOL-2026 | JAN 29, JAN 30, JAN 31, FEB 1

Bhima Bhoi Lok Mohastav 2026 Kala Mandap

ସାଂସ୍କୃତିକ କାର୍ଯ୍ୟକ୍ରମ

29 JAN 2026

ଅପରାହ୍ନ ୦୩.୦୦ ବଜେ – ଦୁଲଦୁଲୀ ବାଦ୍ୟ ର ତାଳେ ମଶାଳ ଶୋଭାଯାତ୍ରା ସ୍ନାନ ପାଞ୍ଚଖଣ୍ଡା ମନ୍ଦିର ପ୍ରାଙ୍ଗଣରୁ ଭୀମ ଭୋଇଙ୍କ ପ୍ରତିମୂର୍ତି
(ଭୀମଭୋଇ ଛକ ରେଢ଼ାଖୋଲ ଏବଂ ସେଠାରୁ ଭୀମଭୋଇ କଳା ମଣ୍ଡପ କଦମ୍ବ ପଡ଼ିଆ)
ସଂନ୍ଧ୍ୟା ୫.୩୦ ବଜେ – ମଞ୍ଚ ପୂଜନ ଓ ପ୍ରଦୀପ ପ୍ରଜ୍ୱଳନ
ସଂନ୍ଧ୍ୟା ୦୫.୪୫ ବଜେ – ଅତିଥି ସ୍ଵାଗତ ସମ୍ବର୍ଦ୍ଧନା
ସଂନ୍ଧ୍ୟା ୦୬.୦୦ ବଜେ – ପ୍ରଣାମ ନୃତ୍ୟ ଓଡ଼ିଶୀ
୦୭,୦୦ ବଜେ – ସାଂସ୍କୃତିକ କାର୍ଯ୍ୟକ୍ରମ (ଆଞ୍ଚଳିକ କଳାକାରଙ୍କ ଦ୍ଵାରା)
ସଂନ୍ଧ୍ୟା ୦୮.୦୦ ବଜେ – ଘୁଡ଼କା ନୃତ୍ୟ (ବଲାଙ୍ଗୀର)
୦୯.୦୦ ବଜେ – ଘୁମୁରା ନୃତ୍ୟ ( ଜିତେନ୍ଦ୍ର ଭୋଇ ଓ ଦଳ) କଳାହାଣ୍ଡି

30 JAN 2026

ସଂନ୍ଧ୍ୟା ୦୫.୪୫ ବଜେ – ମଞ୍ଚ ପୂଜନ ଓ ପ୍ରଦୀପ ପ୍ରଜ୍ୱଳନ
ସଂନ୍ଧ୍ୟା ୦୬.୦୦ ବଜେ – ସ୍ଵାଗତ ନୃତ୍ୟ ସ୍ଥାନୀୟ କଳାକାର ପ୍ରଭୁଜୀ ମଧ୍ୟ ଇଂଗ୍ରାଜୀ ବିଦ୍ୟାଳୟ
ସଂନ୍ଧ୍ୟା ୦୬.୧୫ ବଜେ – ଅତିଥି ସ୍ଵାଗତ ସମ୍ବର୍ଦ୍ଧନା
ସଂନ୍ଧ୍ୟା ୦୬.୩୦ ବଜେ – ସାଂସ୍କୃତିକ କାର୍ଯ୍ୟକ୍ରମ
ସଂନ୍ଧ୍ୟା ୦୭.୦୦ ବଜେ – ସାଂସ୍କୃତିକ କାର୍ଯ୍ୟକ୍ରମ (ଲୋକଗୀତ ଓ ଲୋକନୃତ୍ୟ) ସ୍ଥାନୀୟ କଳାକାରଙ୍କ ଦ୍ବାରା
ସଂନ୍ଧ୍ୟା ୦୮.୦୦ ବଜେ – ସମ୍ବଲପୁରୀ ଲୋକନୃତ୍ୟ (ବଜନିଆ ମଣ୍ଟୁ ଦୁବେ ଦଳ ସମ୍ବଲପୁର)
ସଂନ୍ଧ୍ୟା ୦୯.୦୦ ବଜେ – ସମ୍ବଲପୁରୀ ଲୋକନୃତ୍ୟ (ପୁଷପୁନି, ସୁର ଘୁଙ୍ଗୁର ରେଢ଼ାଖୋଲ)

31 JAN 2026

ସଂନ୍ଧ୍ୟା ୦୫.୩୦ ବଜେ – ମଞ୍ଚ ପୂଜନ ଓ ପ୍ରଦୀପ ପ୍ରଜ୍ୱଳନ
ସଂନ୍ଧ୍ୟା ୦୫.୪୫ ବଜେ – ଅତିଥି ସ୍ଵାଗତ ସମ୍ବର୍ଦ୍ଧନା
୦୬.୦୦ ବଜେ – ଓଡ଼ିଶୀ ନୃତ୍ୟ (ନଟରାଜ କଳା ମନ୍ଦିର ଫୁଲବାଣୀ)
ସଂନ୍ଧ୍ୟା ୦୬.୩୦ ବଜେ – ରଣପା ନୃତ୍ୟ (ଗୁପ୍ତେଶ୍ଵର ଯୁଗଳ ଶଂଖ ବାଦ୍ୟ) ରାଉଳ ପଲୀ ଗଞ୍ଜାମ
ସଂନ୍ଧ୍ୟା ୦୭.୦୦ ବଜେ – ପରଭା ନୃତ୍ୟ (ଶୁଆଙ୍ଗ ଅନୁଷ୍ଠାନ, ସୋନପୁର )
ସଂନ୍ଧ୍ୟା ୦୭.୩୦ ବଜେ – ମଲ୍ ଖମ୍ (ଦି ପଲ୍ଲବୀ, କରଞ୍ଜିଆ, ମୟୁରଭଞ୍ଜ)
ସଂନ୍ଧ୍ୟା ୦୮.୦୦ ବଜେ – ହାସ୍ୟ ଅଭିନେତା (ଯୋଗେଶ ଜୋଜୋ ଙ୍କ ଦ୍ବାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ)
ସଂନ୍ଧ୍ୟା ୦୮.୩୦ ବଢେ – ଅତିଥି କଳାକାର ରୁକୁ ସୁନା ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ

1 FEB 2026

ଅପରାହ୍ନ ୦୩.୦୦ ବଜେ – ଶୁଭ ଉଦ୍‌ଘାଟନ ଉପଖଣ୍ଡ ସ୍ତରୀୟ କୃଷି ଓ ଯନ୍ତ୍ରପାତି ମେଳା ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ସଂନ୍ଧ୍ୟା ୦୫.୩୦ ବିଜେ – ମଞ୍ଚ ପୂଜନ ଓ ପ୍ରଦୀପ ପ୍ରଜ୍ୱଳନ
ସଂନ୍ଧ୍ୟା ୦୫.୪୫ ବଜେ – ଅତିଥି ସ୍ଵାଗତ ସମ୍ବର୍ଦ୍ଧନା
ସଂନ୍ଧ୍ୟା ୦୬.୦୦ ବଜେ – ସମ୍ବଲପୁରୀ ନୃତ୍ୟ (ଶଙ୍କର ଗୃପ ଲୋଇସିଂହା)
ସଂନ୍ଧ୍ୟା ୦୭.୦୦ ବଜେ – ଢ଼େମସା ନୃତ୍ୟ ଗାୟତ୍ରୀ କଳା ସଂଗଠନ , ଢ଼େମସା ଆଦିବାସୀ ନୃତ୍ୟ, (ରାୟଗଡ଼ା)
ସଂନ୍ଧ୍ୟା ୦୭.୩୦ ବଜେ – ସମ୍ବଲପୁରୀ ଲୋକନୃତ୍ୟ ଢୋଲ ମହୁରୀ କଳା ପରିଷଦ (ନୀଳାଚଳ ଗୃପ ବଲାଙ୍ଗୀର)
ସଂନ୍ଧ୍ୟା ୦୮.୦୦ ବଜେ – ହାସ୍ୟ ଅଭିନେତା (ମିଷ୍ଟର ଗୁଲୁଆ ଙ୍କ ଦ୍ଵାରା ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ)
ସଂନ୍ଧ୍ୟା ୦୮.୩୦ ବଜେ – ଅତିଥି ଗାୟିକା ଅର୍ଚନା ପାଢ଼ୀ ଙ୍କ ଦ୍ଵାରା ସଙ୍ଗୀତ ପରିବେଷଣ

2 FEB 2026

ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର

3 FEB 2026

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଆଲୋଚନା ଚକ୍ର

Share it on Socialmedia

Leave a Reply

Your email address will not be published. Required fields are marked *